ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେସନ 2021 । ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ମୋଟ 27 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହୋଇଛି ।
#ରାଜ୍ୟ_ବଜେଟ_ଅଧିବେସନ_2021, #ଓଡିଶା_ବଜେଟ_2021 #Odiabudget2021
#odisha_budget_session_2021-22
#ରାଜ୍ୟ_ବଜେଟ_ଅଧିବେସନ_2021, #ଓଡିଶା_ବଜେଟ_2021 #Odiabudget2021
#odisha_budget_session_2021-22
Category
🗞
News