• 4 years ago
ବାଇ ଲ' ହୋଲ୍ଡ ନୁହେଁ ପ୍ରତ୍ୟାହାର କରାଯାଉ । ମାନ୍ୟବର ସାଂସଦ ବାଲେଶ୍ୱର ଓ ଭୁବନେଶ୍ୱର ତାଙ୍କ ଭିତରେ କଥା ହୋଇ ଗୋଟିଏ କଥା କୁହନ୍ତୁ । ଲୋକମାନଙ୍କୁ ଭୁଲ କଥା କହି ଭଣ୍ଡେଇବାକୁ ଚେଷ୍ଟା କରନ୍ତୁ ନାହିଁ : ଆଇନ ମନ୍ତ୍ରୀ ପ୍ରତାପ ଜେନା
#Odisha #Byelaws #OdishaAssembly Biju Janata Dal Odisha

Category

🗞
News

Recommended