Techny Odia

@technyodia
ନମସ୍କାର ବନ୍ଧୁଗଣ,
ମୁଁ ନରେଶ। ପାଣିଗ୍ରାହୀ ,ଆପଣମାନଙ୍କୁ ସ୍ୱାଗତ ଜଣାଉଛି Techny Odia (ଟେକ୍ନି ଓଡ଼ିଆ ) Youtube Channelକୁ , ଯେଉଁ ଚାନେଲରେ ଆପଣମାନେ Technology ଏବଂ Technology ସହ ଯୋଡିତ ସମସ୍ତ ତଥ୍ୟ ,ଯେପରି କି ଇଣ୍ଟରନେଟ କଣ ?,ଇଣ୍ଟର୍ନେଟର କାର୍ଯ୍ୟ କଣ,
ଇଣ୍ଟରନେଟ କିପରି କାମ କରେ,ଏହା କେଉଁଠାରୁ ଆରମ୍ଭ ହୋଇଥିଲା ,ନେଟୱର୍କ କଣ ,ଏହା କେତେ ପ୍ରକାରର ,ଏହାର ବ୍ୟବହାର ,ନେଟୱର୍କର ପରପିଢି ଓ ଅଗାମୀପିଢି,Web କଣ Website କଣ ,websiteର ପ୍ରତ୍ୟକ ଭାଗ,websiteକୁ କିପରି ବ୍ୟବହାର କରିବା,mobile କଣ ? ମୋବିଲେରେ SIM କିପରି କାମ କରେ,mobile କେତେ ପ୍ରକାରର ଅଛି,Android କଣ ,Android software କଣ ,Android Software Version କଣ , Mobileର processer RAMROM କଣ , Mobile ଭିତରେ ଥିବା ବହୁତ ଗୁଡ଼ାଏ feature ଏବଂ tools ,ଏହାପରେ Google କଣ searching କଣ ,Mobile ଆପପ୍ସ କଣ ,GOOGLEର ସମସ୍ତ Application ଏବଂ website ଗୁଡିକ କଣ କଣ ,ସୋସିଆଲ ମିଡ଼ିଆ କଣ ,ONLINE ପେମେଣ୍ଟ କିପରି, ଏବଂ ଏମିତି ବହୁତ କିଛି ଜାଣିବା ଏବଂ ଶିଖିବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷେଇ ପାରିବେ ।ଏହା ସହ mobileରେ କେଉଁ ଜିନିଷ ଏବଂ କେଉଁ ଆପପ୍ସ ରଖିବା ଉଚିତ ଏବଂ କେଉଁ ଆପପ୍ସ ରଖିବା ଉଚିତ ନୁହେଁ ସେ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିବି ।ବହୁତ କିଛି ନୂଆ