କରିଡର ପ୍ରକଳ୍ପ ଜନସାଧାରଣଙ୍କ ପାଇଁ ଜରୁରୀ- THE Quiver

  • 2 years ago
#କରିଡର_ପ୍ରକଳ୍ପ_ଜନସାଧାରଣଙ୍କ_ପାଇଁ_ଜରୁରୀ
#ଆବେଦନକାରୀ_ଦଣ୍ଡିତ
ଶ୍ରୀମନ୍ଦିର କରିଡର ପ୍ରକଳ୍ପ ବିରୋଧରେ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । କେବଳ ରଦ୍ଦ ନୁହେଁ, ଆବେଦନକାରୀଙ୍କୁ ମଧ୍ୟ ଦଣ୍ଡିତ କରିଛନ୍ତି । କାରଣ ସେମାନଙ୍କ ଆବେଦନ ଭୁଲ୍ ଥିଲା । ଆବେଦନକୁ ଜନସ୍ୱାର୍ଥ ସମ୍ବଳିତ ନୁହେଁ ବ୍ୟକ୍ତିଗତ ସ୍ୱାର୍ଥ ସମ୍ବଳିତ ସ୍ୱାର୍ଥ ବୋଲି କହି କୋର୍ଟ ଉଭୟ ଆଦେବନକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ଏବେ କରିଡର କାମର ଅବୈଧ ଉପରେ ହେଉଥିବା ଦାବିକୁ ନେଇ ପ୍ରଶ୍ନ ଉଠିଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #odishanews #puricorriderproject #puri #supremecourtofindia #newdelhi