ଆମେ କମ୍ ଋଣି | THE Quiver

  • 2 years ago
ଭରପୁର ରହିଛି ସମ୍ପଦ । ଆୟ ବି ବଢୁଛି । ସବୁ କିଛି ଅଛି, ତଥାପି ଆମେ ଋଣି । ଆମ ସରକାର ଋଣ ପରେ ଋଣ କରିଚାଲିଛନ୍ତି । କଥାରେ ଅଛି, ଋଣ କରି ଘିଅ ଖାଇବା ଅର୍ଥ ସର୍ବନାଶ ଆଡ଼କୁ ଯିବା । ଯଦି ଓଡ଼ିଶାର ନବୀନ ସରକାରଙ୍କ କଥା ଦେଖିବା, ଏଠିବି ସ୍ଥିତି ସମାନ । ସେ ମନ୍ଦିରଭଙ୍ଗା ବିକାଶ ହେଉ ବା ଡାକ୍ତରଖାନା କୋଠା ତିଆରି ହେଉ, ବିକାଶର ବହୁ ଚିତ୍ର ଆଙ୍କୁଛନ୍ତି । ଯେତିକି ବିକାଶ ହେଉଛି, ତା ଠାରୁ ଅଧିକ ଋଣ କରୁଛନ୍ତି । ଋଣ କରି ଚକଚକ ହୋଇ ରହିବା ଅପାରଗତାର ପରିଚୟ । ଯଦି ଚାଣକ୍ୟଙ୍କ କଥା ଦେଖିବା ତେବେ, ଏଠି ଓଡ଼ିଶା ସରକାର ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ସରକାର ପୂରା ଅପାରଗ । ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews #odishaloanburden Naveen Patnaik #UpdateNews #percapitaincome #odishaincomsources #bhubaneswar

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Category

🗞
News

Recommended