ବିଜେଡିର ଡାହାଣୀ ଗୁଣିଆ | THE Quiver

  • 2 years ago
#ବିଜେଡିର_ଡାହାଣୀ_ଗୁଣିଆ
#ପୋଲିସ_ଡାହାଣି, #ଓକିଲ_ଗୁଣିଆ
ଗୋଟେପଟେ ପୋଲିସ ଲଗାଇ କାର୍ଯ୍ୟାନୁଷ୍ଠାନ ନେଲେ, ଅନ୍ୟପଟେ ଓକିଲ ଲଗାଇ ଜାମିନ୍ କରାଇଲେ । ଲୋକଙ୍କୁ ଭୂଆଁ ବୁଲାଇଲେ, ବାହୁବଳୀ ନେତାଙ୍କୁ ସୁରକ୍ଷା ଦେଲେ । ବିଜେଡି ସରକାରଙ୍କ ଏହି ଡାହାଣୀ-ଗୁଣିଆ ଖେଳ ଏବେ ବେଶ୍ ଚର୍ଚ୍ଚାରେ । ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ବିଜେଡି ସରକାର ଏଭଳି ଦୋମୁହାଁ ନୀତି ଆପଣାଇଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver Naveen Patnaik #prasantjagadev #pinakimishra #updatenews #odishanews #supremecourt #PoliticalNews

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended