• 2 days ago
ଝାରସୁଗୁଡ଼ା: ବିନା ଜନଶୁଣାଣିରେ ଜମି ଅଧିଗ୍ରହଣ ଅଭିଯୋଗ । ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ କରି ଜମି ଅଧିଗ୍ରହଣ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ସଦର ବ୍ଳକ ହଂସାମୁରା କଣ୍ଟାପାଲି ଗ୍ରାମର ଗ୍ରାମବାସୀ । ଏହି ସମ୍ପ୍ରସାରଣକୁ ସରକାର ସ୍ଥଗିତ କରାଯାଉ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରୁଙ୍ଗଟା କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ସୂଚନା ଅନୁସାରେ ଝାରସୁଗୁଡା ବ୍ଳକ ମରାକୁଟା ଠାରେ ଥିବା ଆକ୍ସନ ଇସ୍ପାତକୁ ରୁଙ୍ଗଟା କମ୍ପାନୀ ଅଧିଗ୍ରହଣ କରିଥିଲା ଏବଂ ଗତ ମାସ ଏହାକୁ ନେଇ ମରାକୁଟାଠାରେ ଏକ ଜନ ଶୁଣାଣି ମଧ୍ୟ କରିଥିଲା ।ହେଲେ ଏବେ ସେହି ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ ପାଇଁ ହଂସାମୁରା କଣ୍ଟାପାଲି ଗ୍ରାମର ଜମି ମଧ୍ୟ ଅଧିଗ୍ରହଣ କରିବା ପାଇଁ ଖବର ପାଇ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀମାନେ ଏକ ବୈଠକ କରିଥିଲେ । ଯଦି ହଂସାମୁରା କଣ୍ଟାପାଲିଠାରେ କଂପାନୀ ତାର ସମ୍ପ୍ରସାରଣ କରେ ତେବେ ଗ୍ରାମରେ ପ୍ରଦୂଷଣ ବଢ଼ିବା ସହିତ ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ, କାରଣ ପୂର୍ବରୁ ଏହି ହଂସାମୁର କଣ୍ଟାପାଲି ଗ୍ରାମର ଚତୁରର୍ପଶ୍ଵରେ ଛୋଟ ବଡ଼ କଳ କାରଖାନା ରହିଛି । ଯାହାଦ୍ଵାରା ସ୍ଥାନୀୟ ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତି । ସେଥିପାଇଁ ଏଠାରେ ଅନ୍ୟ କୌଣସି କାରଖାନା ହେଲେ ଚାଷ ସହିତ ପାନୀୟ ଜଳ ମଧ୍ୟ ପ୍ରଦୂଷିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏନେଇ ଝାରସୁଗୁଡ଼ା ସହକାରୀ ଜିଲ୍ଲାପାଳ ସୁନିଲ ମିଶ୍ର କହିଛନ୍ତି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଦେଇଥିବା ଦରଖାସ୍ତକୁ ଆମେ ଗ୍ରହଣ କରୁଛୁ । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ଗ୍ରହଣ କରିବେ ।"
 ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣିକୁ ନେଇ ପୁଣି ତେଜିଲା ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉଏହା ମଧ୍ୟ ପଢ଼ନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନଇଟିଭି ଭାରତ, ଝାରସୁଗୁଡ଼ା

Category

🗞
News
Transcript
00:00Go back! Go back!
00:30I have been living in Kankana for a long time, but I have not been able to take care of myself.
00:34I have not been able to take care of my environment.
00:38I have not been able to take care of my children.
00:41I have not been able to take care of the water supply.
00:43I have not been able to take care of the soil.
00:45I have not been able to take care of the water supply.
00:47I have not been able to take care of my children.
00:49My house has been destroyed.
00:51I have been eating coal all the time.
00:53The river is polluted.
00:55The water is polluted.
00:57The land is polluted.
00:59The land is polluted.
01:01The factory is polluted.
01:03If there is no factory, should I also die?
01:05I don't know what to do.
01:07I don't know what to do.
01:09All the poor people are going.
01:11They are eating, drinking, doing whatever they want.
01:13If they do not have the right to do that,
01:15why should we live?
01:17Why should we live? Why should we eat?
01:19The government is taking action.
01:21The government is taking action.
01:23The main reason for this is the dam in the river.
01:27The river is polluted where
01:30the land is polluted.
01:33If the factory is destroyed,
01:36the land will be destroyed.
01:38We have to buy land.
01:40We have to buy 10-20 miles of land.
01:42If the factory is polluted,
01:44who will live?
01:46All the people will be against us.
01:49There is no facility in our residence.
01:52There is no facility in our residence.
01:54There is no facility in your city.
01:56The cement factory is in a very bad condition.
01:58The cement factory is in a very bad condition.
02:00The people of the village are in a very bad condition.
02:02They are suffering from illness.
02:04They don't have money.
02:06In the morning, they have to work.
02:08If they don't have money,
02:10they have to work.
02:12If the factory doesn't exist,
02:14the road will be closed.
02:16We are totally against the government's policy.
02:18We are totally against the government's policy.
02:20We are totally against the government's policy.
02:22We are totally against the government's policy.
02:24If the government takes away this factory,
02:26the people will suffer.
02:28The people will suffer.
02:30We are totally against the government's policy.
02:32We are totally against the government's policy.
02:34We are totally against the government's policy.
02:36I would like to tell the people
02:38to receive the donation.
02:40The district administration will
02:42collect the donation from
02:44the collector.

Recommended