• 2 months ago
 ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍‌ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍‌ ସୁବିଧା ପାଇଁ  ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍‌ ଯୋଗେ 18 ଜଣ ଶ୍ରଦ୍ଧାଳୁ  ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ ।  ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ ।  ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା ।  ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ

Category

🗞
News
Transcript
00:00The most significant event of the Samastankar is the Mahakumbh Mela in Prayagraj.
00:07The Mahakumbh Mela was held in a sacred place 144 years ago.
00:13The Mahakumbh Mela was held on January 12th and 26th on February 26th.
00:30The Mahakumbh Mela was held on January 12th and 26th on February 26th.
00:36The Mahakumbh Mela was held on January 12th and 26th on February 26th.
00:58I was on a trip on the 12th, and I arrived on the 13th.
01:05On the 14th, I took a bath in the Ganges, and it was very comfortable.
01:09My ORTC staff was good, and the car was comfortable.
01:14I didn't think that the government of Odisha would make it so comfortable,
01:18and that the car would be so comfortable.
01:20Because the car was not parked in the train.
01:22That's when I found out that the government of Odisha would make it so comfortable.
01:28What did you feel when you were travelling from Sudhura to Dhramapur?
01:36At first, I didn't have a ticket.
01:42I saw the train, but I didn't have a ticket.
01:48I was very sad.
01:50But I found out very late that the government of Odisha would make it so comfortable.
01:55So, I decided to get a ticket.
01:58I was very focused on that.
02:00So, when I was late, I got an online ticket.
02:04When I saw the people of Odisha, I was very happy.
02:12It was a very beautiful experience for me.
02:17When I reached Prayag, they made arrangements for me to stay there.
02:23I never imagined that I would stay in such a beautiful place.
02:28They gave me a bath.
02:31When I came back, they took me to Ajodhya.
02:36They took me to Ajodhya.
02:40I saw Lord Rama there.
02:44I would like to wish the people of Pragya Raj,
02:47the first train to Odisha,
02:49the people of Dhramapur, Kondamal,
02:52the people of Boudha,
02:55the people of Ganjan, Gajapati,
02:58the people of Bhakta, Shraddha,
03:00I would like to wish the people of Pragya Raj,
03:04I would like to wish the people of Pragya Raj,
03:08peace, happiness and prosperity for all.
03:13I would like to wish the people of Pragya Raj,
03:16peace, happiness and prosperity for all.

Recommended